Skip to main content

ପେଟରେ ଅଲ୍‌ସର/ ଘା’: ଲକ୍ଷଣ କ’ଣ? ଚିକିତ୍ସା କିପରି ହୁଏ? | Stomach Ulcer in Odia | Dr Motij Kumar Dalai

Dr Motij Kumar Dalai4 July 202611:13257 views

About this video

ପେଟରେ ଅଲ୍‌ସର ବା ଘା’ ହେଲେ ଶରୀରରେ ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ। ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ତେବେ ଏହାର ଚିକିତ୍ସା କିପରି ହୁଏ? ପେଟ ରୋଗ ବିଶେଷଜ୍ଞ ମୋତିଜ କୁମାର ଦଳାଇଙ୍କ ପାଖରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।