କୋଷ୍ଠକାଠିନ୍ୟ – କେମିତି କରିବେ ଦୂର? | Constipation in Odia | Dr Rakesh Kumar Barik
About this video
କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କ ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ। ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ କୋଷ୍ଠକାଠିନ୍ୟ ସମସ୍ୟାର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ।