Skip to main content

ହୃଦୟର ସ୍ଵାସ୍ଥ୍ୟ ପାଇଁ ଅଣ୍ଡା | Egg for Healthy Heart | Egg Nutrition | Anmayee Nanda

Anmayee Nanda14 October 20235:573.7K views

About this video

‘Eggs for Good Health’ awareness campaign by Swasthya Plus Odia on World Egg Day 2023 is supported by Kenko Eggs - For a Healthy Family. ଅଣ୍ଡାରେ ରହିଛି ଉନ୍ନତମାନର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ, ଯାହା ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ସୁସ୍ଥ ହୃଦୟ ପାଇଁ ଦୈନିକ କେତୋଟି ଅଣ୍ଡା ଖାଇପାରିବେ? ହୃଦୟର ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା କ’ଣ? ଏ ବିଷୟରେ ଆସନ୍ତୁ ବିଶିଷ୍ଟ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି: