କୋଭିଡ୍ ମହାମାରୀ – ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ଚିନ୍ତା। Dr Sujit Kar on COVID & Mental Health of Youth
Dr Sujit Kar13 May 202110:191.9K views
About this video
କୋଭିଡ୍ ସମୟରେ ଲୋକମାନଙ୍କ ମନରେ ଖାସ୍କରି ଯୁବପିଢ଼ିଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ନିଜ କ୍ୟାରିୟର, ପାଠପଢ଼ା ତଥା ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହୁଛନ୍ତି। କୋଭିଡ୍ ସମୟରେ ସେମାନେ ମାନସିକ ଭାବେ ଭାଙ୍ଗିପଡ଼ୁଛନ୍ତି। ତେବେ ଏଭଳି ପରିସ୍ଥିତିର ମୁକାବିଲା କରିବେ କେମିତି? ମାନସିକ ଭାବେ ସୁଦୃଢ଼ କିପରି ହେବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଜିତ କୁମାର କର କ’ଣ କହୁଛନ୍ତି, ଜାଣନ୍ତୁ।