Skip to main content

ସାପ କାମୁଡ଼ିଲେ କ’ଣ ଲକ୍ଷଣ ଦେଖାଦିଏ? | Symptoms of Snake Bite in Odia | Prof Dr Srikant Kumar Dhar

Dr Srikant Kumar Dhar5 November 20263:46872 views

About this video

ସାପ କାମୁଡ଼ିବା ଦ୍ୱାରା ଶରୀରେ ଅନେକ ଜଟିଳତା ଦେଖାଦେଇପାରେ। କୌଣସି ଅନ୍ଧବିଶ୍ୱାସକୁ ନଆପଣାଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ତେବେ ସାପ କାମୁଡ଼ିଲେ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଦିଏ? ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏନେଇ ଅଧିକ ଜାଣିବା। ସାପ କାମୁଡ଼ିଲେ କ’ଣ ଲକ୍ଷଣ ଦେଖାଦିଏ? Snake bites can lead to serious health complications and require immediate medical attention. The effects may vary depending on the type of snake and the amount of venom injected. Early medical evaluation is essential, even if symptoms appear mild or are not immediately noticeable. What are the symptoms of Snake Bite? Let’s learn more from Prof Dr Srikant Kumar Dhar, a Medicine Specialist. What are the symptoms of Snake Bite? in Odia