Skip to main content

ନର୍ମାଲ ଡେଲିଭରି ପାଇଁ କେମିତି ହେବେ ପ୍ରସ୍ତୁତ? | How to Prepare for Normal Delivery? | Dr Shibani Devi

Dr Shibani Devi21 May 202610:463.7K views

About this video

ଅଧିକାଂଶ ମହିଳା ଦ୍ୱନ୍ଦ୍ୱରେ ଥାଆନ୍ତି କି, ତାଙ୍କର ନର୍ମାଲ ଡେଲିଭରି ହେବ ନା ସିଜରିଆନ୍। ହେଲେ ଏହା ଗର୍ଭସ୍ଥ ଶିଶୁ ଏବଂ ମା’ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଯଦି ପ୍ରସବ ବେଳେ କୌଣସି ଜଟିଳତା .ହୋଇନଥାଏ, ତେବେ ପ୍ରସବ ସାଧାରଣ ପ୍ରକ୍ରିୟାରେ ହୋଇଥାଏ। ହେଲେ ପ୍ରସବ ବେଳେ କୌଣସି ପ୍ରକାର ଜଟିଳତା ଦେଖାଦେଲେ ପ୍ରସବ ସିଜରିଆନ୍‌ ହୋଇପାରେ। ଏନେଇ ଅଧିକ ଜାଣିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିବାନୀ ଦେବୀଙ୍କଠାରୁ, ଏହି ଭିଡିଓରେ।