ଭୀଷଣ ପେଟ ଯନ୍ତ୍ରଣା କାହିଁକି ହୁଏ? | Dr M Siva Rama Krishna on Abdominal pain in Odia
About this video
ସାଧାରଣତଃ ପେଟ ଯନ୍ତ୍ରଣା ହେବା ସାଧାରଣ କଥା। କିନ୍ତୁ ଭୀଷଣ ପେଟ ଯନ୍ତ୍ରଣା ହେଲେ ଏହା କୌଣସି ରୋଗର ସଙ୍କେତ ହୋଇପାରେ। ତେବେ କାହିଁକି ହୁଏ ପେଟ ଯନ୍ତ୍ରଣା, ଏହାର ଚିକିତ୍ସା ଓ ଏହାକୁ କେମିତି ରୋକିବେ। ସେ ବିଷୟରେ ବିଶିଷ୍ଟ ସର୍ଜରି ସ୍ପେଶାଲିଷ୍ଟ ଡାକ୍ତର ଏମ୍ ଶିବ ରାମ କ୍ରିଷ୍ଣା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।