ଭୀଷଣ ପେଟ ଯନ୍ତ୍ରଣା କାହିଁକି ହୁଏ? | Dr M Siva Rama Krishna on Abdominal pain in Odia

Dr M Siva Rama Krishna4 September 202121:3122K views

About this video

ସାଧାରଣତଃ ପେଟ ଯନ୍ତ୍ରଣା ହେବା ସାଧାରଣ କଥା। କିନ୍ତୁ ଭୀଷଣ ପେଟ ଯନ୍ତ୍ରଣା ହେଲେ ଏହା କୌଣସି ରୋଗର ସଙ୍କେତ ହୋଇପାରେ। ତେବେ କାହିଁକି ହୁଏ ପେଟ ଯନ୍ତ୍ରଣା, ଏହାର ଚିକିତ୍ସା ଓ ଏହାକୁ କେମିତି ରୋକିବେ। ସେ ବିଷୟରେ ବିଶିଷ୍ଟ ସର୍ଜରି ସ୍ପେଶାଲିଷ୍ଟ ଡାକ୍ତର ଏମ୍‌ ଶିବ ରାମ କ୍ରିଷ୍ଣା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।