କିଡନିରେ ପଥର କାହିଁକି ହୁଏ? | Dr Deba Prasad Kar on Kidney Stone in Odia | Symptoms & Treatment

Dr Deba Prasad Kar11 March 202112:214.8K views

About this video

କିଡନି ମଧ୍ୟରେ ବିଭିନ୍ନ ଅବରକାରୀ ପଦାର୍ଥ ଜମା ହୋଇ ରଡିଲେ, ଏହା ଛୋଟ ଛୋଟ ପଥରର ଆକାର ନେଇଥାଏ। ଶେଷରେ ଏହା କିଡନିର ରାସ୍ତାକୁ ଅବରୋଧ କରିଥାଏ। ଏହାକୁ କିଡନି ଷ୍ଟୋନ୍ ବୋଲି କୁହାଯାଏ। ତେବେ କିଡନିରେ ଷ୍ଟୋନ୍ କାହିଁକି ହୁଏ? କିଡନି ଷ୍ଟୋନ ହେଲେ କେମିତି ଜାଣିବେ? ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ଦେବ ପ୍ରସାଦ କର ଏନେଇ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।