ଶାରୀରିକ ସମସ୍ୟା ଭଳି ମାନସିକ ସମସ୍ୟା ଗୁରୁତ୍ୱପୂର୍ଣ୍ଣ | Dr Samrat Kar on Mental Health in Odia

Dr Samrat Kar10 October 20213:4022K views

About this video

ପ୍ରତିବର୍ଷ ଅକ୍ଟୋବର ୧୦କୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଏ। ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା, ଏହା ଜଣେ ସାଧାରଣ ବ୍ୟକ୍ତିର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଉଛି, ଯାହା ଫଳରେ ଆପଣଙ୍କ ସମାଜିକ ତଥା ବୃତ୍ତିଗତ ଜୀବନରେ ବ୍ୟାଘାତ ଘଟୁଛି, ତେବେ ଏହା ଚିନ୍ତାର ବିଷୟ। ଏହାକୁ ମାନସିକ ରୋଗ କହିପାରିବା। ତେବେ କେତେବେଳେ ଜଣକୁ ମାନସିକ ରୋଗୀ ବୋଲି କହିବା? ଏହି ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। October 10 is Mental Health Day. The day is celebrated to raise awareness of mental health issues around the World. Mental illness is an abnormal state of mind that is manifested in human behavior. Laughing, crying, sadness, anger, this is the behavior of a normal person. It is a matter of concern if this behavior is becoming more prevalent, which is disrupting your social and professional life. It can be called a mental illness. So why does mental illness occur? So on this day let's find out from what Psychiatrist Dr Samrat Kar has to say about the cause and treatment of Mental illness.