ପିରିୟଡ୍ସ ବେଳେ ସଫାସୁତରା କେମିତି ରହିବେ? | Menstrual Hygiene in Odia | Dr Chinmayee Kar
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ପିରିୟଡ୍ସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣର କାରଣ ପାଲଟିଥାଏ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବା ଦରକାର। ତେବେ, ପିରିୟଡ୍ସ ବେଳେ କେମିତି ସଫାସୁତରା ବଜାୟ ରଖିବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। It is important to maintain hygiene during periods or menstruation. Otherwise, it causes various diseases and infections. Every woman should be aware of this. So, how to maintain cleanliness during periods? Let us find out more from Dr Chinmayee Kar, a Gynaecologist.