ଅଳ୍ପ ବୟସରୁ ଡାଏବେଟିସ୍‌: ରୋକିବେ କେମିତି? | Diabetes in Youth, in Odia | Causes | Dr Ankita Tiwari

Dr Ankita Tiwari20 September 20259:411.6K views

About this video

ଅଳ୍ପ ବୟସରୁ ଡାଏବେଟିସ୍‌ ହେବା ହୁଏତଃ ବଂଶାନୁଗତ ହୋଇପାରେ। ହେଲେ ବର୍ତ୍ତମାନ ଏଥିପାଇଁ ଜେନେଟିକ୍‌ ଦାୟୀ ନୁହେଁ, ଦାୟୀ ହେଉଛି ଆମର ଜୀବନଶୈଳୀ ଓ ଖାଦ୍ୟପେୟ। ଫାଷ୍ଟଫୁଡ୍‌, ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକ ଚାପ ହିଁ ଯୁବାବସ୍ଥାରେ ଡାଏବେଟିସ୍‌ର ମୂଳ କାରଣ। ହେଲେ କ’ଣ କଲେ ଡାଏବେଟିସ୍‌ ହେବ ନାହିଁ, ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରିଙ୍କଠାରୁ ଜାଣିବା।