ହୃଦୟର ସ୍ଵାସ୍ଥ୍ୟ ପାଇଁ ଅଣ୍ଡା | Egg for Healthy Heart | Egg Nutrition | Anmayee Nanda

Anmayee Nanda14 October 20235:573.7K views

About this video

‘Eggs for Good Health’ awareness campaign by Swasthya Plus Odia on World Egg Day 2023 is supported by Kenko Eggs - For a Healthy Family. ଅଣ୍ଡାରେ ରହିଛି ଉନ୍ନତମାନର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ, ଯାହା ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ସୁସ୍ଥ ହୃଦୟ ପାଇଁ ଦୈନିକ କେତୋଟି ଅଣ୍ଡା ଖାଇପାରିବେ? ହୃଦୟର ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା କ’ଣ? ଏ ବିଷୟରେ ଆସନ୍ତୁ ବିଶିଷ୍ଟ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି: ପ୍ରତି ବର୍ଷ ଅକ୍ଟୋବର ୧୩ ତାରିଖକୁ ବିଶ୍ଵ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ। ଅଣ୍ଡାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଵାସ୍ଥ୍ୟପ୍ଲସ୍ ନେଟୱାର୍କ ପକ୍ଷରୁ ଏହି ଭିଡିଓ ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଛି ‘କେନ୍‌କୋ ଏଗ୍‌ସ: ଫର୍ ଏ ହେଲ୍‌ଦି ଲାଇଫ୍’। Eggs are a powerhouse of nutrients, including high-quality proteins, vitamins, and minerals. How can eating eggs contribute to a healthy heart? What are the benefits of eggs? Let's know more from Anmayee Nanda, a Dietician. In this Video: