ଶୀତ ଦିନେ ଓଠର ଯତ୍ନ – କେମିତି ନେବେ? | Dr Kishan Agarwal on Winter Lip Care in Odia | Home Remedies

Dr Kishan Agarwal10 December 202010:134.6K views

About this video

ଶୀତ ଦିନରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଥଣ୍ଡା ବଢ଼ିବା କ୍ଷଣି ସମସ୍ତଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳେ। ଅନେକଙ୍କଠାରେ ଓଠ ଫାଟି ରକ୍ତ ବାହାରିବା ସହିତ ବିଭିନ୍ନ ଜଟିଳ ସମସ୍ୟା ଦେଖାଯାଏ। ତେବେ ଏଥିରୁ କେମିତି ପାଇବେ ମୁକ୍ତି? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଙ୍କଠାରୁ ଓଠର ଯତ୍ନ କେମିତି ନେବା ସେ ବିଷୟରେ ଆସନ୍ତୁ ଜାଣିବା। ଶୀତ ଦିନେ କାହିଁକିଁ ଓଠ ଫାଟେ? କେମିତି ନେବେ ଓଠର ଯତ୍ନ ଚମକ ତ୍ୱଚା ପାଇଁ କ’ଣ ଖାଇବେ? ଶୀତ ଦିନେ ତ୍ୱଚାର ଯତ୍ନ ପାଇଁ ଘରୋଇ ଉପଚାର Chapped lips are a common problem in winter. This problem can be seen in everyone as the cold rises. Many people have a variety of complications of this like lip bleeding. So how do you get rid of it? Let’s learn how to take care of lips from Dr Kishan Agarwal a, Dermatologist. Causes of chapped lips in winter How to take care of Lips What to eat for shiny skin? Home remedies for skincare in winter