ହାର୍ଟକୁ ସୁସ୍ଥ ରଖିବାର ୭ଟି ସୂତ୍ର | 7 Ways to Keep Your Heart Healthy in Odia | Dr Mahendra Tripathy
About this video
ବିଶ୍ଵ ହୃଦୟ ଦିବସ (ୱାର୍ଲ୍ଡ ହାର୍ଟ ଡେ')। ସୁସ୍ଥ ଜୀବନଶୈଳୀ, ସୁସ୍ଥ ହୃଦୟ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି । ତା'ମଧ୍ୟରୁ ସବୁଠାରୁ ବଡ଼ ରୋଗ ହେଉଛି ହୃଦରୋଗ । ହୃତ୍ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ । ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ । ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର । ତେବେ ହାର୍ଟକୁ ସୁସ୍ଥଇ ରଖିବାର ୭ଟି ସୂତ୍ର ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା । World Heart Day is observed each year on 29th September to raise awareness to build a healthy society with a healthy lifestyle and a healthy heart. Modern lifestyle has become the cause of many diseases. The biggest ailment nowadays is heart disease. The heart is a vital part of our body. Problems can occur throughout the body if the heart does not function properly. So How to know if your heart is healthy or sick? How to keep your heart healthy with the help of these 7 formulas. Let's find out more from Dr Mahendra Prasad Tripathy, a Cardiologist.