କାନ, ନାକ ଓ ଗଳା ରୋଗ ଓ ଚିକିତ୍ସା | Dr. Rajlaxmi Panigrahi on Ear, Nose, Throat Diseases, in Odia

Dr Rajlaxmi Panigrahi20 May 202013:22110K views

About this video

ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍‌ଟି ବିଭାଗ କୁହାଯାଏ। କାନ ବିନ୍ଧିବା, କାନ ପାଚିବା, ନାକରୁ ରକ୍ତ ପଡ଼ିବା, ତଣ୍ଟି ପଡ଼ିଯିବା ଭଳି ଆମେ ବିଭିନ୍ନ ସମସ୍ୟାରେ ପଡ଼ିଥାଉ। କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଏହାର ଚିକିତ୍ସାକୁ ନେଇ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। କାନ ବିନ୍ଧିବା ଓ କାନ ପାଚିବାର କାରଣ ଓ ନିରାକରଣ କାହିଁକି ନାକରୁ ରକ୍ତ ପଡ଼େ?