ମେନାର୍କି କାହିଁକି ହୁଏ? | Menarche (First Period) in Odia | Let’s Talk Period | Dr Smruti Shree Sahu

Dr Smruti Shree Sahu22 May 20244:367.4K views

About this video

ପ୍ରଥମକରି ୠତୁସ୍ରାବ ବା ପିରିୟଡ୍‌ ହେବାକୁ ଇଂଲିସ୍‌ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ମେନାର୍କି ବିଷୟରେ ସବିଶେଷ ଜାଣିବା।