ମେନାର୍କି କାହିଁକି ହୁଏ? | Menarche (First Period) in Odia | Let’s Talk Period | Dr Smruti Shree Sahu
About this video
ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ମେନାର୍କି ବିଷୟରେ ସବିଶେଷ ଜାଣିବା।