Skip to main content

ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି? | Restless Legs Syndrome in Odia | Dr Simanchala Mahapatra

Dr Simanchala Mahapatra22 September 20263:483.4K views

About this video

ରାତିରେ ଶୋଇବା ବେଳେ କେତେକ ଲୋକଙ୍କ ଅସହ୍ୟ ଗୋଡ଼ ବନ୍ଧା ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ କୁହାଯାଏ। ଏହା ପ୍ରଭାବରେ ନିଦ୍ରାହୀନତା ବା ଇନସୋମାନିଆ ଭଳି ସମସ୍ୟା ଦେଖାଦେଇପାରେ। ଆସନ୍ତୁ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ରଙ୍କଠାରୁ ଏନେଇ ଅଧିକ ଜାଣିବା। ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି? Restless Legs Syndrome (RLS) is a condition that causes an uncomfortable urge to move the legs, often accompanied by sensations such as tingling, crawling, pulling, or aching. These symptoms usually become more noticeable while resting or at night and may affect sleep and daily life. What causes Restless Legs Syndrome? Let’s learn more from Dr Simanchala Mahapatra, a Neurosurgeon. What causes Restless Legs Syndrome? in Odia