Skip to main content

ତଳି ଅଣ୍ଟାରେ ଫ୍ରାକ୍ଚର: ଚିକିତ୍ସା କେମିତି ହୁଏ? | Hip Fracture in Odia |Treatment| Dr Kishore Kumar Panda

Dr Kishore Kumar Panda28 February 202611:38513 views

About this video

ସାଧାରଣତଃ ବୃଦ୍ଧ ଲୋଙ୍କର ତଳି ଅଣ୍ଟାରେ ଫ୍ରାକ୍ଚର (Hip Fracture) ହେବାର ଆଶଙ୍କା ଅଧିକ ଥାଏ। ଅଷ୍ଟିଓପୋରସିସ୍‌ ବା ହାଡ଼ ଦୁର୍ବଳତା ଯୋଗୁଁ କୌଣସି ସ୍ଥାନରେ ପଡ଼ିଗଲେ ବା ଦୁର୍ଘଟଣା ଯୋଗୁଁ ତଳି ଅଣ୍ଟା ଭାଙ୍ଗିଯିବାର ଆଶଙ୍କା ଥାଏ। ଫଳରେ ହିପ୍‌ ଏବଂ ଅଣ୍ଟା ପାଖରେ ଯନ୍ତ୍ରଣା, ଚାଲିବାରେ କଷ୍ଟ ଏବଂ ଗୋଡ଼ ଉଠାଇବାରେ ଅଧିକ ଯନ୍ତ୍ରଣା ହୋଇଥାଏ। ତେଣୁ, ଏହାର ଉଚିତ ପରୀକ୍ଷା ଏବଂ ଚିକିତ୍ସା କରିବା ଜରୁରୀ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡାଙ୍କଠାରୁ ଏନେଇ ଅଧିକ ଜାଣିବା।