କାନ୍ଧ ଯନ୍ତ୍ରଣା ହେଉଥିଲେ କରନ୍ତୁ ଏହି ଏକ୍ସରସାଇଜ | Rashmita Pandab on Frozen Shoulder in Odia
Swasthya Plus Network28 September 20216:0652K views
About this video
କାନ୍ଧରେ ଯନ୍ତ୍ରଣା ହେବା କାନ୍ଧ ଷ୍ଟିଫ୍ ହୋଇଯିବାର ପ୍ରମୁଖ କାରଣ ହେଉଛି ଫ୍ରୋଜନ୍ ସୋଲଡର। ଫ୍ରୋଜନ୍ ସୋଲଡର ସମସ୍ୟାକୁ ସାଧାରଣରେ ବୁଝିବାକୁ ଗଲେ, କାନ୍ଧ ଖଞ୍ଜାର ମାଂସପେଶୀ ଏକପ୍ରକାରର ଜମାଟବାନ୍ଧି ଯାଏ। ଫଳରେ ହାତ ଚାଳନାରେ ଅସୁବିଧା ସହିତ କଷ୍ଟ ଅନୁଭବ ହୁଏ। ତେବେ ଫ୍ରୋଜନ୍ ସୋଲଡର ହୋଇଥିଲେ ଫିଜିଓଥେରାପି କରି ଏଥିରୁ ଉପଶମ ମିଳିପାରିବ। ତେବେ କେଉଁ ଭଳି ଏକ୍ସରସାଇଜ୍ କରିବେ? ଏନେଇ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।