ମହିଳାଙ୍କ ଜରାୟୁ ତଳକୁ ଖସିବାର କାରଣ କ'ଣ? | What is Uterine Prolapse? Odia | Treatment | Dr Bharat Bhusan
About this video
ମହିଳାଙ୍କର ପେଲଭିକ୍ ମାଂସପେଶୀ ଦୁର୍ବଳ ହୋଇଯାଏ, ସେତେବେଳେ ଜରାୟୁ ଖସିଯାଏ, ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? କେଉଁ ବୟସର ମହିଳାଙ୍କଠାରେ ଏହା ହେବାର ଆଶଙ୍କା ଅଧିକ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ, ଆସନ୍ତୁ ଜାଣିବା।