ଅଣ୍ଟା ବିନ୍ଧାରୁ କେମିତି ପାଇବେ ମୁକ୍ତି?| Dr Jyoti Ranjan Parida on Back Pain in Odia | Causes, Treatment
About this video
ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ, ବର୍ତ୍ତମାନ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଅଣ୍ଟା ବିନ୍ଧା ସମସ୍ୟା। ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ କାହିଁକି ହୁଏ ଅଣ୍ଟା ବିନ୍ଧା? ଏଥିରୁ କେମିତି ପାଇବେ ମୁକ୍ତି? ବିଶିଷ୍ଟ ରୁମାଟୋଲୋଷ୍ଟି ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।