ହାଡ଼ ମଜଭୁତ ପାଇଁ ଡାଏଟ୍: କ’ଣ ଖାଇବେ? | Diet for Bone Health in Odia | Praksmita Rout
About this video
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କଠାରେ ଅଷ୍ଟିଓପୋରସିସ୍ ବା ହାଡ଼ ଦୁର୍ବଳ ତଥା ଫମ୍ପା ହୋଇଯିବା ସମସ୍ୟା ଦେଖା ଦେଉଛି। ଏହାର କାରଣ ଶରୀରକୁ ଉପଯୁକ୍ତ କ୍ୟାଲସିୟମ୍ ଓ ଭିଟାମିନ୍ ଡି ମିଳିପାରେ ନାହିଁ। ଯଦି ଆମେ ଆମ ଡାଏଟ୍ରେ ସଠିକ୍ ପରିମାଣରେ କ୍ୟାଲସିୟମ୍ଯୁକ୍ତ ଖାଦ୍ୟ ନେବା, ତା’ହେଲେ ଆମେ ଅଷ୍ଟିଓପୋରସିସ୍କୁ ଏଡ଼ାଇପାରିବା। ଆସନ୍ତୁ, ଖାଦ୍ୟ ବିଶେଷଜ୍ଞ ପ୍ରକ୍ସ୍ମିତା ରାଉତଙ୍କଠାରୁ ଜାଣିବା ମଜଭୁତ ହାଡ଼ ପାଇଁ ଡାଏଟ୍।