Skip to main content

ଯାଦୁ କେମିତି ବ୍ୟାପେ? ଜାଣନ୍ତୁ ଚିକିତ୍ସା | Dr Kishan Agarwal on Fungal infection in Odia

Dr Kishan Kumar Agarwal31 December 202017:27751K views

About this video

ଫଙ୍ଗଲ ଇନଫେକ୍ସନ ହେଉଛି ଏକ ପ୍ରକାରର ଚର୍ମ ରୋଗ, ଯାହାକୁ ସାଧାରଣରେ ଯାଦୁ ବୋଲି କହନ୍ତି। ଯଦି କୌଣସି ସ୍ଥାନରେ ଯାଦୁ ହୁଏ, ତେବେ ଠିକ୍ ସମୟରେ ଏହାକୁ ଚିହ୍ନି ଚିକିତ୍ସା କରିବା ଦରକାର। ନହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିପାରେ। ତେବେ ଯାଦୁକୁ କେମିତି ଚିହ୍ନିବା? ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।