ଚାଲ ପିରିୟଡସ୍ ବିଷୟରେ କଥା ହେବା | Let's Talk Periods, in Odia | Dr Alakta Das

Dr Alakta Das27 May 202345:0353K views

About this video

ପିରିୟଡସକୁ ନେଇ ଏବେ ବି ଝିଅମାନଙ୍କ ମନରେ ଲାଜ ବା ସଙ୍କୋଚ ରହିଛି। କିନ୍ତୁ ଏବେ ସମୟ ଆସିଛି ପିରିୟଡସକୁ ନେଇ ଲାଜ ନକରି ଖୋଲାଖୋଲି କଥା ହେବା। ପିରିୟଡସ୍ ବିଷୟରେ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ୍ ନେଟଓ୍ଵର୍କ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’। ଏହି ଅଭିଯାନ ଅଧୀନରେ ପିରିୟଡସକୁ ନେଇ ଏକ ଟକ୍-ସୋ’ର ଆୟୋଜନ କରାଯାଇଛି। ଏହି ଟକ୍-ସୋ’ରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଡାକ୍ତର, ଯୁବକ-ଯୁବତୀ, ସ୍ଵେଚ୍ଛାସେବୀ ଏବଂ ମିଡିଆ। ଦେଖନ୍ତୁ ଭିଡିଓ A special talk show featuring youth, doctor, experts & media on different issues and challenges faced by adolescent girls and women in India with special reference to Menstrual Health & Hygiene, breaking taboo, dispelling myths and spreading the message 'Let's Talk Periods'. A joint campaign by OdishaLIVE, Swasthya Plus & IFI Foundation for Menstrual Hygiene Day 2023.