Dr. PC Dey - #AskDoctor on Back Pain

Dr PC Dey4 July 202056:321.0K views

About this video

L I K E || S H A R E || S U B S C R I B E ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି? ଜଣାଶୁଣା ଏଣ୍ଡୋସ୍ପାଇନ୍ ସର୍ଜନ୍ ଡାକ୍ତର ପିସି ଦେ'ଙ୍କ ସହ ଲାଇଭ୍ ଜରିଆରେ କରନ୍ତୁ ସିଧାସଳଖ ପରାମର୍ଶ। ସ୍ୱାସ୍ଥ୍ୟ ପ୍ଲସ୍ ଆପଣଙ୍କ ପାଇଁ ଆଣିଦେଇଛି #AskDoctor କାର୍ଯ୍ୟକ୍ରମ। ଡାକ୍ତରଙ୍କୁ ଆପଣଙ୍କ ସମସ୍ୟା ଜଣାନ୍ତୁ, ପରାମର୍ଶ ପାଆନ୍ତୁ। ଏଠାରେ କମେଣ୍ଟ ମାଧ୍ୟମରେ ଆପଣ ଆଗୁଆ ପ୍ରଶ୍ନ ପଚାରି ପାରିବେ। ପ୍ରଶ୍ନ ସହ ଆପଣଙ୍କ ନାଁ, ବୟସ ଏବଂ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ସୂଚନା ଦିଅନ୍ତୁ।