Skip to main content

ସୁସ୍ଥ କେଶ ପାଇଁ ଆପଣାନ୍ତୁ ଏହି ଟିପ୍ସ | Tips to keep your Hair Healthy in Odia | Dr Dillip Kumar Behera

Dr Dillip Kumar Behera13 October 20263:051.4K views

About this video

ବର୍ତ୍ତମାନ ସମୟରେ କେଶ ଝଡ଼ିବା, ଅଳ୍ପ ବୟସରୁ କେଶ ପାଚିବା, ରୁପି, ରୁକ୍ଷ କେଶ ଏକ ସାଧାରଣ ସମସ୍ୟା ହୋଇଗଲାଣି। ସାଧାରଣତଃ ଖାଦ୍ୟପେୟ, ପ୍ରଦୂଷଣ କିମ୍ବା ଶରୀରରେ ଭିଟାମିନ୍ ଅଭାବ କାରଣରୁ ଏହି ସବୁ ସମସ୍ୟା ଦେଖାଦେଇଥାଏ। ଏହି ଭିଡିଓରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ବେହେରାଙ୍କଠାରୁ କେଶର ଯତ୍ନ କେମିତି ନେବେ ସେହି ବିଷୟରେ ଜାଣିବା। ସୁସ୍ଥ କେଶ ପାଇଁ ଆପଣାନ୍ତୁ ଏହି ଟିପ୍ସ Taking care of your hair is more important nowadays than ever due to increasing exposure to pollutants, stress, and lifestyle-related challenges. A consistent hair care routine helps protect hair from damage. How to maintain a Healthy Hair? Let's know more from Dr Dillip Kumar Behera, a Dermatologist. How to keep your Hair Healthy? in Odia