ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବେ? | Dr Jyoti Ranjan Parida on Diet for Arthritis Patients in Odia

Dr Jyoti Ranjan Parida28 July 202011:3430K views

About this video

ଆଣ୍ଠୁଗଣ୍ଠି ବାତ ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। ଖାଦ୍ୟ ଖାଇବାକୁ ନେଇ ସେମାନଙ୍କୁ ଅନେକ ବାରଣ କରାଯାଇଥାଏ। ତେବେ ଆର୍ଥ୍ରାଇଟିସ୍ ରୋଗୀ ସତେଜ ରହିବା ପାଇଁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। କେଉଁ ଖାଦ୍ୟ ଖାଇଲେ ଆର୍ଥ୍ରାଇଟିସ୍ ଭଲ ହେବ?