ଆପଣ ଖାଦ୍ୟରେ ପ୍ରୋଟିନ୍ ଖାଉଛନ୍ତି ତ? | Protein Deficiency in Odia | Praksmita Rout
About this video
ଆମ ଓଡ଼ିଆ ଖାଦ୍ୟ ଥାଳିରେ ପ୍ରୋଟିନ୍ର ମାତ୍ରା ବହୁତ କମ୍ ଥାଏ। ତେଣୁ, ଅଧିକାଂଶ ଲୋକଙ୍କୁ ପ୍ରୋଟିନ୍ ଅଭାବଜନିତ ଲକ୍ଷଣ ଦେଖାଦିଏ, ଯେପରିକି କେଶ ଅଧିକ ଝଡ଼ିବା, ହାଲିଆ ଲାଗିବା, ମାଂସପେଶୀ ଦୁର୍ବଳ ହେବା ଭଳି। ପ୍ରତ୍ୟେକ ବ୍ୟକ୍ତି ନିଜ ଓଜନ ଏବଂ ଉଚ୍ଚତା ଅନୁସାରେ ପ୍ରୋଟିନ୍ ଖାଇବା ଆବଶ୍ୟକ। ଆସନ୍ତୁ, ପ୍ରୋଟିନ୍ କେଉଁ କେଉଁ ଖାଦ୍ୟରୁ ମିଳିପାରିବ? ଜଣେ ବ୍ୟକ୍ତି କେତେ ପରିମାଣର ପ୍ରୋଟିନ୍ ଖାଇବେ, ସେନେଇ ଡାଏଟିସିଆନ୍ ପ୍ରକ୍ସ୍ମିତା ରାଉତଙ୍କଠାରୁ ଜାଣିବା।