Skip to main content

ସୁସ୍ଥ ପାଚନକ୍ରିୟା ପାଇଁ ଡାଏଟ୍‌ | Diet for a Healthy Gut in Odia | Dr Anshuman Singh

Dr Anshuman Singh30 April 20265:20383 views

About this video

ପାଚନକ୍ରିୟା ସୁସ୍ଥ ଥିଲେ ଆମେ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ, ଶରୀରକୁ ଉପଯୁକ୍ତ ପୋଷକତତ୍ତ୍ୱ ମିଳିଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଗଟ୍‌ ବା ପାଚନକ୍ରିୟାକୁ ସୁସ୍ଥ ରଖିବା ଜରୁରୀ। ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଅଂଶୁମାନ ସିଂଙ୍କଠାରୁ ପାଚନଶକ୍ତିକୁ କିପରି ସୁସ୍ଥ ରଖିବା, ଜାଣିବା।