ଆଇସିୟୁରେ କେମିତି ହୁଏ ଚିକିତ୍ସା? । Dr Gunadhar Padhi on Intensive Care Unit (ICU) in Odia
About this video
ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ।