ମୁହଁରେ ବ୍ରଣ ହେଉଛି କି? | How to Treat Pimples on Face (Acne)? in Odia | Dr Nibedita Patro

Dr Nibedita Patro27 June 202311:4032K views

About this video

ବ୍ରଣ ହେବାର ବିଭିନ୍ନ କାରଣ ଥାଏ। ଏହା ଜେନେଟିକ୍‌ କାରଣ ଯୋଗୁଁ ହୋଇପାରେ ଅଥବା ଖାଦ୍ୟପେୟ, ତୈଳୀୟ ତ୍ଵଚା କାରଣରୁ ମଧ୍ୟ ହୋଇପାରେ। ତେବେ ବ୍ରଣର ଚିକିତ୍ସା କ’ଣ? ଏହାକୁ ରୋକିବେ କିପରି? ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ରଙ୍କଠାରୁ ଏ ବିଷୟରେ ଜାଣିବା।