ବୁଦ୍ଧିକୁ ମାପି ହେବ କି? | Prof Dr JP Das on Measuring Intelligence in Odia | Types of Intelligence
About this video
ବୁଦ୍ଧି କହିଲେ କ’ଣ ବୁଝାଏ? ବୁଦ୍ଧିକୁ କ’ଣ ମାପି ହେବ? ଏସମସ୍ତ ପ୍ରଶ୍ନକୁ ଅତି ସରଳ ଭାବରେ ବୁଝାଇ କହିଛନ୍ତି ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ।