ନବଜାତ ଶିଶୁର ଯତ୍ନ: ପିତାମାତା କରନ୍ତୁ ନାହିଁ ଏହି ଭୁଲ! |Newborn Care: Myths vs Facts| Dr Swaranjika Sahoo
About this video
ନବଜାତ ଶିଶୁଙ୍କ ଯତ୍ନକୁ ନେଇ ଅନେକ ଭ୍ରାନ୍ତ ଧାରଣାମାନ ରହିଛି ଯାହା ଉଭୟ ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ଶିଶୁକୁ ଧରିବାଠାରୁ ନେଇ ଶୁଆଇବା ପର୍ଯ୍ୟନ୍ତ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ନବଜାତ ଶିଶୁର ଯତ୍ନକୁ ନେଇ କେଉଁ କେଉଁ ଭ୍ରାନ୍ତ ଧାରଣା ସବୁ ରହିଛି ଏବଂ ତାହାର ସତ୍ୟତା କ’ଣ? ଆସନ୍ତୁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ଵରଞ୍ଜିକା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।