ଇନ୍ହେଲରର ଫାଇଦା ଓ ପାର୍ଶ୍ୱପ୍ରତିକ୍ରିୟା | Merits & Demerits of Inhaler in Odia | Dr Shiv Kumar Lath
About this video
ଆଜ୍ମା ବା ଶ୍ୱାସ ଜନିତ ସମସ୍ୟା ବା ସିଓପିଡି ପାଇଁ ଇନ୍ହେଲରର ଆବଶ୍ୟକତା ପଡ଼ିଥାଏ। ତେବେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଥାଏ ଯେ, ଇନ୍ହେଲର ଦେହ ପାଇଁ ଖରାପ ଓ ଏହା ଇନ୍ହେଲରର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡ଼ିଥାଏ। ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଶିବ କୁମାର ଲାଥ। ଆସନ୍ତୁ ଜାଣିବା। Inhalers are used for controlling asthma, COPD, and other respiratory problems. However, there is a misconception that these inhalers have side effects and are bad for the body. What are the benefits of an inhaler? Is an inhaler harmful for your health? Let's know more from Dr Shiv Kumar Lath, Medicine Specialist & Diabetologist.