ଗ୍ୟାସ୍ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? | Diet for Gastritis Patients in Odia | Sushree Tapaswini Das
About this video
ଆଜିକାଲି ଗ୍ୟାସ୍ ଏକ ସାଧାରଣ ସମସ୍ୟା। ବର୍ତ୍ତମାନର ଖାଦ୍ୟଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଗ୍ୟାସ୍ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଗ୍ୟାସ୍ ସମସ୍ୟା ଥିବା ବ୍ୟକ୍ତି କ’ଣ ଖାଇବେ, କ’ଣ ନାହିଁ? ଏନେଇ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।