ଅଟିଜିମ୍ ପିଲାଙ୍କୁ ବୁଝନ୍ତୁ | What is Autism (ASD)? In Odia | Swagatika Samantaray
About this video
୨୦୦୭ରୁ ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଅଟିଜିମ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଟିଜିମ୍ରେ ପୀଡ଼ିତ ପିଲାଙ୍କର ଅଧିକାର ବିଷୟରେ ଆଲୋଚନା କରିବା। ଯଦିଓ ଅଟିଜିମ୍ ସମାଜ ଦ୍ୱାରା ଏକ ସମସ୍ୟା ଭାବରେ ବିବେଚନା କରାଯାଏ, ଏହା ଏକ ସମସ୍ୟା କିମ୍ବା ଅସ୍ୱାଭାବିକତା ନୁହେଁ। ଆସନ୍ତୁ ଅଟିଜିମ୍ର କାରଣ, ଏହାକୁ ଚିହ୍ନଟ କେମିତି କରିବା, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମନସ୍ତତ୍ୱବିତ୍ ସ୍ୱାଗତିକା ସାମନ୍ତରାୟଙ୍କଠାରୁ ଅଧିକ ଜାଣିବା।