ଥାଇରଏଡ୍‌ ରୋଗକୁ ଚିହ୍ନନ୍ତୁ | Dr Sambit Das on Thyroid Disease in Odia | World Thyroid Day (WTD)

Dr Sambit Das25 May 20219:1421K views

About this video

ପ୍ରତିବର୍ଷ ମେ’ ୨୫କୁ ବିଶ୍ୱ ଥାଇରଏଡ୍‌ ଦିବସ ଭାବେ ପାଳନ କରାଯାଏ। ଥାଇରଏଡ୍‌ ଜନିତ ସମସ୍ୟା ଓ ଏହାର ନିରାକରଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ। ଥାଇରଏଡ୍‌ ରୋଗର କାରଣ କ’ଣ? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଜାଣନ୍ତୁ। Every year May 25 celebrated as World Thyroid Day. The main aim of the day is to raise awareness among people about Thyroid problems and how to prevent them. All the functions of our body depend on the thyroid hormone. Thyroid disease is more common in women than in men. It is an autoimmune disease. So, what is the cause of thyroid disease? Let’s Find out more from Dr Sambit Das, an Endocrinologist.