Skip to main content

ଯାନବାହନରେ ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? | Motion Sickness, in Odia | Dr Swastik Acharya

Dr Swastik Acharya2 July 20247:09725K views

About this video

କେତେକ ଲୋକଙ୍କର ଯାତ୍ରା କରିବା ବେଳେ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ, ଯାହାକୁ ମୋସନ୍‌ ସିକ୍‌ନେସ୍‌ କୁହାଯାଏ। ଏହା ହେବାର କାରଣ କ’ଣ? ଏହାକୁ ରୋକିବା କିପରି? ଆସନ୍ତୁ, ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ୍‌ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା।