Skip to main content

ଛୋଟ ପିଲାଙ୍କ କୃମି ଦୋଷ - କାରଣ ଓ ନିରାକରଣ | Dr Palash Das on Deworming in Children in Odia

Dr Palash Das8 January 20219:47146K views

About this video

ଅନେକ ସମୟରେ ଛୋଟ ପିଲାମାନେ ମଳଦ୍ୱାରକୁ କୁଣ୍ଡାଇ ହେଉଥିବାର ଅଭିଯୋଗ କରିଥାନ୍ତି। ସେହିପରି ଅନେକ ପିଲାଙ୍କ ଖାଇବା କମିଯାଏ, ପେଟ ପୁଲିଯାଏ, ପଠା ପଢିବାକୁ ଇଛା ହୁଏନି। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ଦେଖିବାକୁ ମିଳେ। ଏହାକୁ ଆମେ କୃମି ଦୋଷ ବୋଲି କହିଥାଉ। କୃମି ଦୋଷର କାରଣ କ'ଣ? ଛୋଟ ପିଲାଙ୍କୁ କୃମି ଦୋଷରୁ କେମିତି ରୋକିବା? ଆସନ୍ତୁ ଜାଣିବା ଏନେଇ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା।