କରୋନା ପରେ କେମିତି ରହିବେ ସୁରକ୍ଷିତ | Dr. Niroj Kumar Mishra on post corona precaution, in Odia
About this video
ଜଣାଶୁଣା ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ କେମିତି ନିଜକୁ ସୁରକ୍ଷିତ ରଖିବା? (HOW TO KEEP AWAY FROM COVID-19 INFECTION AFTER LOCKDOWN, IN ODIA?) କେମିତି ବ୍ୟାପୁଛି କରୋନା ଭାଇରସ୍? କରୋନା ଭାଇରସର ଲକ୍ଷଣ ଓ ଚିକିତ୍ସା? ଲକ୍ଡାଉନ୍ ଖୋଲିବା ପରେ କେମିତି ରହିବେ ସୁରକ୍ଷିତ? ଅଫିସ, ସ୍କୁଲ୍, ବଜାର ଓ ଅନ୍ୟ ସ୍ଥାନରେ କେମିତି ଜଗିବା ସାମାଜିକ ଦୂରତା? କରୋନା ସମୟରେ କେମିତି ରହିବେ ଫିଟ୍? ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।