Skip to main content

ଲିଭର ଖରାପ ହେବା ପୂର୍ବରୁ ଦେଖାଦିଏ ଏହି ସଂକେତ | Symptoms of Liver Disease in Odia | Dr Jyotirmay Jena

Dr Jyotirmay Jena16 August 20262:41224 views

About this video

ଲିଭର ବା ଯକୃତ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା ଆମ ଶରୀରରେ ରକ୍ତ ତିଆରି ହେବାରେ ମଧ୍ୟ ଯକୃତର ଭୂମିକା ରହିଛି। ହେଲେ ଅସୁରକ୍ଷିତ ଜୀବନଶୈଳୀ, ମଦ୍ୟପାନ ଏବଂ ଚର୍ବିଯୁକ୍ତ ଖାଦ୍ୟର ସେବନ ଯୋଗୁଁ ବିଭିନ୍ନ ପ୍ରକାରର ଲିଭରଜନିତ ରୋଗ ହୋଇଥାଏ। ଲିଭର ରୋଗକୁ କିପରି ଚିହ୍ନିବେ? ଆସନ୍ତୁ, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ଲିଭର ରୋଗକୁ କିପରି ଚିହ୍ନିବେ? Liver disease includes various conditions that impair liver function, such as hepatitis, fatty liver disease, and cirrhosis. What are the symptoms of Liver Disease? Let’s learn more from Dr Jyotirmay Jena, a Surgical Gastroenterologist. What are the symptoms of Liver Disease? in Odia