ଗୋଇଠି ଓ ତଳି ପାଦରେ ଅସହ୍ୟ ବ୍ୟଥା: କେମିତି ରୋକିବେ? | Feet and Heel Pain in Odia | Dr Shakti Swaroop

Dr Shakti Swaroop11 May 20239:10574K views

About this video

ସାଧାରଣତଃ ବେଶୀ ସମୟ ଛିଡ଼ା ହୋଇ ରହିଲେ, ଅଧିକ ସମୟ ଚଲାବୁଲା କଲେ ଗୋଇଠି ଓ ତଳି ପାଦରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ବିଶ୍ରାମ ଓ ମାଲିସ୍‌ କରିବା ପରେ ଏହା ଭଲ ହୋଇଯାଇଥାଏ। ଅନେକ ସମୟରେ ଏହି ଯନ୍ତ୍ରଣା ଲାଗି ରହିଥାଏ ଓ ଅଧିକ ଦିନ ଧରି ଗୋଇଠି ଓ ତଳି ପାଦରେ ବ୍ୟଥା ହୋଇଥାଏ। ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କହିଛନ୍ତି ବିଶିଷ୍ଟ ହାଡ଼ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପ, ଆସନ୍ତୁ ଅଧିକ ଜାଣିବା।