ଭଗନ୍ଦର କାହିଁକି ହୁଏ? | Dr Biswajit Mohapatra on Anal Fistula in Odia | Causes & Symptoms /(Bhagandar)

Dr Biswajit Mohapatra4 December 20216:1083K views

About this video

ଭଗନ୍ଦର ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ ତଥା ରକ୍ତ ପଡ଼ିଥାଏ। ଏହାକୁ ଭଗନ୍ଦର ବୋଲି କୁହାଯାଏ? ତେବେ ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।