ରୁମାଟଏଡ୍ ଆର୍ଥ୍ରାଇଟିସ୍ - କାରଣ, ଲକ୍ଷଣ ଓ ଚିକିତ୍ସା | Dr Pradeepta Sekhar Patro on Rheumatoid Arthritis
About this video
ବର୍ତ୍ତମାନ ସମୟରେ ମଧ୍ୟ ବୟସ୍କ ମହିଳାମାନଙ୍କଠାରେ ରୁମାଟଏଡ୍ ଆର୍ଥ୍ରାଇଟିସ୍ ଅଧିକ ପରିମାଣରେ ଦେଖାଦେଉଛି। ଫଳରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି ବଙ୍କା ମଧ୍ୟ ହୋଇପାରେ। ତେବେ ରୁମାଟଏଡ୍ ଆର୍ଥ୍ରାଇଟିସ୍ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା