ଏକ୍‌ଜିମା – କାହିଁକି ହୁଏ? କେମିତି ଭଲ ହେବ? | Signs & Treatment of Eczema in Odia | Dr Kumar Abhishek

Dr Kumar Abhishek23 December 20217:15102K views

About this video

ଏକ୍‌ଜିମା ଏକ ପ୍ରକାର ଚର୍ମ ରୋଗ। ଏହା ହେଲେ ତ୍ୱଚାରେ ନାଲି ପଡ଼ିଯିବା, କୁଣ୍ଡାଇ ହେବା, ଯାଦୁ ଭଳି ଚାରିପାଖରେ ଘା’ ହୋଇଯିବା ଭଳି ଲକ୍ଷଣ ଦେଖାଦିଏ। ତେବେ ଏକ୍‌ଜିମା କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ, ଆସନ୍ତୁ ଜାଣିବା।