ଷ୍ଟ୍ରୋକ୍-ମୁକ୍ତ ଜୀବନ ପାଇଁ କ'ଣ କରିବେ? | Brain Stroke, in Odia | Dr Subhransu Sekhar Jena

Dr Subhransu Sekhar Jena29 October 20247:473.5K views

About this video

ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ଷ୍ଟ୍ରୋକ୍‌ ସଂଖ୍ୟା ଆଜି ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହଁନ୍ତି, ଯୁବପିଢି ମଧ୍ୟ ଏହାର ଶିକାର ହେଉଛନ୍ତି। ଯାହା ସମାଜ ପାଇଁ ଏକ ଚିନ୍ତାର ବିଷୟ। ଏହାର ଲକ୍ଷଣକୁ ଚିହ୍ନି ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରିଲେ ଏହି ସମସ୍ୟାକୁ ମୁକାବିଲା କରିପାରିବା। କାହିଁକି ବଢୁଛି ବ୍ରେନ୍ ଷ୍ଟ୍ରୋକ୍‌? ଏହାକୁ ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଅଧିକ ଜାଣିବା।