Skip to main content

କେତେବେଳେ ଓ କାହିଁକି ଲଗାଯାଏ ପେସ୍‌ମେକର?|Pacemaker: When & Why is it Recommended?|Dr Milan Kumar Ghadei

Dr Milan Kumar Ghadei6 October 20264:511.6K views

About this video

ପେସ୍‌ମେକର ଏକ କ୍ଷୁଦ୍ର ଇଲେକ୍ଟ୍ରୋନିକ୍ ଯନ୍ତ୍ର, ଯାହାକୁ ଅସ୍ତ୍ରୋପଚାର ସାହାଯ୍ୟରେ ଶରୀର ମଧ୍ୟରେ ଲଗାଯାଏ। ସାଧାରଣତଃ ହାର୍ଟ ଜନିତ ସମସ୍ୟା ତଥା ଦ୍ରୁତ କିମ୍ବା ଧୀର ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରିବା ପାଇଁ ଏହି ଯନ୍ତ୍ରର ବ୍ୟବହାର କରାଯାଏ। କେଉଁ ପରିସ୍ଥିତିରେ ପେସ୍‌ମେକର ଲଗାଯାଏ? ଆସନ୍ତୁ, ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଘଢେଇଙ୍କଠାରୁ ଏନେଇ ଅଧିକ ଜାଣିବା। କେତେବେଳେ ଓ କାହିଁକି ଲଗାଯାଏ ପେସ୍‌ମେକର? Pacemaker is a small medical device implanted under the skin to help regulate abnormal heart rhythms. It sends gentle electrical impulses to stimulate the heart when it beats too slowly or irregularly, ensuring a steady and effective heartbeat. When do doctors recommend a Pacemaker? Let's learn more from Dr Milan Kumar Ghadei, an Interventional Cardiologist. When do doctors recommend a Pacemaker? in Odia