ଯୁବପିଢ଼ିଙ୍କଠାରେ ହାର୍ଟ ଆଟାକ୍! | Prevent Heart Attacks in Youth, in Odia | Dr Vibhutendra Mohanty
About this video
ଆଧୁନିକ ଜୀବନଶୈଳୀ, ଖାଦ୍ୟପେୟ ତଥା ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍ ବୟସରେ ହୃଦ୍ଘାତ ଦେଖାଦେଉଛି। ତେଣୁ ଏହାର ନିରାକରଣ କରିବା ନିହାତି ଜରୁରୀ।ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଭିଭୁତେନ୍ଦ୍ର ମହାନ୍ତିଙ୍କଠାରୁ ହାର୍ଟର ଯତ୍ନ ଓ କମ୍ ବୟସରୁ ହାର୍ଟ ଆଟାକୁ କିପରି ରୋକିବା, ସେ ବିଷୟରେ ଜାଣିବା। Heart attacks are increasingly being experienced by young people today due to an unhealthy lifestyle involving unhealthy dietary and exercise habits. How can you take care of your heart and prevent heart attacks from an early age? What is the reason for heart attacks at a young age? Let's find out from Dr Vibhutendra Mohanty, Cardiologist.